Breaking News

ସତ୍ୟବାଦୀରେ ଭାରତ ବନ୍ଦର ପ୍ରଭାବ ପଡିଲା ନାହିଁ

 ସାକ୍ଷୀଗୋପାଳ ---ସତ୍ୟବାଦୀ ବ୍ଳକରେ କେନ୍ଦ୍ର ସରକାର ବିଭିନ୍ନ ଦ୍ରବ୍ୟ ଉପରେ ମାତ୍ରଧିକ କର ତଥା ଜିଏସଟି ବୃଦ୍ଧି ଯୋଗୁ  ବ୍ୟବସାୟ ମହାସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ସତ୍ୟବାଦୀରେ ଏହି ବନ୍ଦ ଡାକରାର କୌଣସି ପ୍ରଭାବ ପଡିନାହିଁ ।  ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଥିଲା । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ଓ ଉଠା ଦେକାନୀ ମାନଙ୍କ ସହ ଅନ୍ୟ ଦେକାନ ଓ ମହଳ ଗୁଡିକ ଖୋଲା ରହିଥିଲା ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୧----୩,୪୦

Blog Archive

Popular Posts