ବିଧାନସଭା ସମୁଖରେ ପୁଣି ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର---ପୁଣି ଜଣେ ବ୍ୟକ୍ତିଙ୍କ ବିଧାନସଭା ସମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗୁରୁ ବାର ବିଧାନସଭା ଆରମ୍ଭ ହେଉଛି। ଏହାର ପୂର୍ବରୁ ଆଜି ହଂସପାଳ ର ଜଣେ ବ୍ୟକ୍ତି ନ୍ୟାୟ ନ ପାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ତାଙ୍କ ପତ୍ନୀ ଙ୍କୁ ମାଡ଼ ହୋଇଥିଲା ,ଫଳରେ ଏହା ବିରୁଦ୍ଧରେ ସେ ମଞ୍ଚେଶ୍ୱର ଥାନାରେ ବାର ମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଥାନା ଵାଲା ନ ଶୁଣିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୭/୨/୨୦୨୧----୮,୨୫