ବାଇକ ଦୁର୍ଘଟଣା ଦୁଇ ମୃତ୍ୟୁ,ଜଣେ ଗୁରୁତ୍ବର
କନ୍ଧମାଳ---- କନ୍ଧମାଳ ଜଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ କୁତ୍ତମଗଡ ଦାନୁଙ୍ଗିଆ ଗ୍ରାମର ଦୁଇ ମୃତ ହୋଇଥିବା ବେଳେ ଏକ ଗୁରୁତର ହୋଇଥିବା ଜଣା ପଡିଛି । ମୃତ ବ୍ୟକ୍ତି ଜଣେ ହେଲେ ରୋଗୁନିମାଝୀ ଓ ଅନ୍ୟ ମୃତ୍ୟୁ ବ୍ୟକ୍ତିର ପରିଚୟ ମିଳିନାହିଁ ।ଗୁରୁତର ବ୍ୟକ୍ତିଙ୍କ ନାମ ହେଲା ଅନନ୍ତ ମାଝୀ ।ବାଟାଗୁଡା ଠାରୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ମେଡିକାଲକୁ ସମସ୍ତ ମୃତୁ ଓ ଆହତଙ୍କୁ ଅଣାଯାଇଛି ।।ଦୁର୍ଘଟଣାରେ କୁତ୍ତମଗଡ ଦାନୁଙ୍ଗିଆ ଗ୍ରାମର ଦୁଇ ଜଣଙ୍କର ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣା ପଡିଛି । ମୃତ ବ୍ୟକ୍ତି ହେଲେ ରୋଗୁନିମାଝୀ ଓ ଅନ୍ୟ ମୃତ ବ୍ୟକ୍ତିର ପରିଚୟ ମିଳିନାହିଁ ।ଗୁରୁତର ବ୍ୟକ୍ତିଙ୍କ ନାମ ହେଲା ଅନନ୍ତ ମାଝୀ ।ବାଟାଗୁଡା ଠାରୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ମେଡିକାଲକୁ ସମସ୍ତ ମୃତ୍ୟୁ ଓ ଆହତଙ୍କୁ ଅଣାଯାଇଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା,୨୦/୨/୨୦୨୧----୮,୨୦