୧୮୦ ଜଣ ଙ୍କୁ ୨ୟ ପର୍ଯ୍ୟାୟ କୋଭିଡ ଟୀକା ପ୍ରଦାନ
ଡେଲାଙ୍ଗ---ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୨ୟ ପର୍ଯ୍ୟାୟରେ ୧୮୦ ଜଣଙ୍କୁ କୋଭିଡ-୧୯ର ଟିକା ସମସ୍ତ ଆଶା ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଦିଆଯାଇଛି ବୋଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୨/୨୦୨୧------୯,୪୦