Breaking News

ସୁନ୍ଦର ସ୍ୱାସ୍ଥ୍ୟ ବାନ ଯୁବକଙ୍କର ହୃଦ ଘାତରେ ମୃତ୍ୟୁ

 ସାକ୍ଷୀଗୋପାଳ -------- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ମହୁରା ଗ୍ରାମ ପଞ୍ଚାୟତର ଗଡବଳରାମପୁର ଗ୍ରାମ ପଞ୍ଚାୟତର ମାଳସାହିର ଜଣେ ଦିନ ମଜୁରିଆ ଯୁବକ ଧଡେଶ୍ୱର ବେହେରା ( ୪୭)ଙ୍କର ହୃଦ ଘାତରେ ମୃତ୍ୟୁ ହୋଇଯାଇଛି ।  ସୁନ୍ଦର ସ୍ୱାସ୍ଥ୍ୟ ପାଇଁ  ଏ ଅଞ୍ଚଳରେ ବେଶ ଜଣାଶୁଣା । ତାଙ୍କୁ ବିଲୁଆ ନାମରେ ସେ ପରିଚିତ । ତାଙ୍କର ସ୍ୱାସ୍ଥ୍ୟ ଓ ହାତର ରିଷ୍ଟ ପାଇଁ ବେଶ ଜଣାଶୁଣା ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଗଡବରାମପୁର, ପରଜାପଡା,ରାୟଖଣ୍ଡି ଓ ନୂଆସନ୍ଥ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଥିଲା । ଦୀନ ମଜୁରିଆ ହୋଇଥିବାରୁ ଉକ୍ତ ଶୋକ ସନ୍ତପ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଯୁବ ସଂଗଠନ ପକ୍ଷରୁ ଦାବି ହେଉଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୨/୨୦୨୧---୯,୦୦

Blog Archive

Popular Posts