Breaking News

ଯାତ୍ରା ପାଇଁ ଅନୁମତି ଦେଲେ ସରକାର


ଭୁବନେଶ୍ୱର----ଯାତ୍ରା କଳାକାର ଙ୍କ ର ଦାବି ଆଗରେ ସରକାର ମୁଣ୍ଡ ନୁଆଁଇଲେ । ଏବଂ ଦାବି ସୁରୂପ ଯାତ୍ରା କରିବାକୁ ଅନୁମତି ଦେଲେ । ସେଥିପାଇଁ ଯାତ୍ରା କଳାକାର ଭୁବନେଶ୍ୱର ର ଲୋୟର ପିଏମଜି ରେ ଦେଇଥିବା ଧାରଣା ସ୍ଥଳରେ ଖୁସି ମାନେଇବା ସହିତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ସୂଚନାଯୋଗ୍ୟ ଆଜି ମାର୍ଚ୍ଚ ମାସ କରନା ଗାଇଡ଼ ଲାଇନ ରେ 2000 ଦର୍ଶକ ଙ୍କୁ ନେଇ ଯାତ୍ରା ପରିବେଷଣ କରିପାରିବେ ବୋଲି ଅନୁମତି ଦେଇଛନ୍ତି।
ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୨୮/୨/୨୦୨୧

Blog Archive

Popular Posts