>>
  • ରାହୁଲ ଗାନ୍ଧୀଙ୍କ ପ୍ରତି ଅସାଳୀନ ମନ୍ତବ୍ୟ ପ୍ରତିବାଦରେ ଡେଲାଙ୍ଗରେ ପୁରୀ ସାଂସଦଙ୍କ କୁଶପୁତଳିକା ଦାହ
  • >>
  • ବୀରରାମଚନ୍ଦ୍ରପୁର ଗ୍ରାମରେ ଚମ୍ପକଦ୍ୱାଦଶୀ ଅବସରରେ କାଠଚକ୍ର ଆସତବାଜି ପ୍ରଦର୍ଶନ ; ଗ୍ରାମ ବୁଲି ଦୁଆରି ଭୋଗ ଖାଇ ଫେରିଲେ ଠାକୁର ଠାକୁରାଣୀ
  • >>
  • ଗୁରୁଙ୍କ ସ୍ଥାନ ସମାଜରେ ସବୁଠୁ ଉର୍ଦ୍ଧ୍ୱରେ ,ଆଦର୍ଶ ପ୍ରଧାନଶିକ୍ଷକ ରମେଶ ପ୍ରଧାନଙ୍କୁ ଅଵସର ସମ୍ବର୍ଦ୍ଧନା
  • >>
  • ବେକରେ ରସି ଲଗାଇ, ଯୁବକଙ୍କ ଆତ୍ମହତ୍ୟା
  • >>
  • ବିବାହ ଦିନକୁ ମନେ ରଖିବା ପାଇଁ ରକ୍ତଦାନ ଶିବିର
  • >>
  • ଜଟଣୀର ବିଭିନ୍ନ ସ୍ଥାନରେ ପାଳିତ ହେଲା ‘ଇଦ୍‌-ଉଲ୍‌-ଜୁହା’
  • >>
  • ବିକଶିତ କୃଷି ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମ
  • >>
  • ଭଞ୍ଜନଗରରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • >>
  • କଇଁଣ୍ଡି ଅଞ୍ଚଳ କାଳଞ୍ଜି ସମାଜର ପ୍ରତିଭା ସଂମ୍ମାନ ଉତ୍ସବ
  • >>
  • ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ
  • >>
  • ଜଟଣୀ ପୌରପରିଷଦର ଅଜବ ନିୟମ ; ପୁରାତନ ଡ୍ରେନ ର ପୁନଃରୁଦ୍ଧାର ନ କରାଯାଇ ଚାଲିଛି ନୂତନ ଡ୍ରେନ ନିର୍ମାଣ , ୱାର୍ଡ ବାସିନ୍ଦାଙ୍କ ଅସନ୍ତୋଷ
  • >>
  • ଶ୍ରୀ ଜଗନ୍ନାଥଙ୍କ ସେନାପଟ ସେବାପାଇଁ ସାକ୍ଷୀଗୋପାଳରୁ ବଉଳକାଠ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଗମନ
  • >>
  • ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
  • >>
  • ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
  • >>
  • ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ
  • ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ


    ଭୁବନେଶ୍ୱର----- ପେଟ୍ରୋଲ , ଡିଜେଲ ଦରର ଅହେତୁକ ବୃଦ୍ଧି ଏବଂ କେନ୍ଦ୍ରସରକାର ଙ୍କ ଲାଗୁ କରାଯାଇଥିବା କଳା କୃଷିବିଲ ପ୍ରତ୍ୟାହାର ଦାବିରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବ ରେ ବିଶାଳ ଶଗଡ଼ ରାଲି କରାଯାଇଛି । ଭୁବନେଶ୍ୱର ସ୍ଥିତ ପାୱାର ହାଉସ ଛକରୁ ବାହାରି ରାଜଭବନ ଅଭିମୁଖେ ଯାତ୍ରା କରିଥିଲା।ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଯଦି ଆଗାମୀ ଦିନରେ କଳା କୃଷି ଆଇନିକୁ ପ୍ରତ୍ୟାହାର ନ କରାଯାଏ ତେବେ କୃଷକଙ୍କ ସ୍ୱାର୍ଥ ପାଇଁ ଯୁବ କଂଗ୍ରେସ ସମଗ୍ର ରାଜ୍ୟରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ସେ କହିଥିଲେ । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୨/୨/୨୦୨୧-----୬,୧୦

    Blog Archive

    Popular Posts