Breaking News

ବାଲୁକା କଳା ମାଧ୍ୟମରେ ଭଲେଣ୍ଟାଇନ ଡେ

 
ପୁରୀ_--ଫେବୃଆରୀ ୧୪ କୁ ସାରା ବିଶ୍ୱ ରେ ପ୍ରେମ ଦିବସ ତଥା ଭଲେଣ୍ଟାଇନ ଡେ ଭାବେ ପାଳନ କରାଯାଏ। ଏହି ଦିବସ ର ଶୁଭେଚ୍ଛା ବଲୁକା ଚିତ୍ରକଳାମାଧ୍ୟମ ରେ ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏ ନେଇ ସେ ଏକ ସୁନ୍ଦର ବଲୁକା ଚିତ୍ରକଳା କରିଛନ୍ତି। ଯେଉଁ ଥିରେକି ବାର୍ତା ରହିଛି ,    I LOVE MY INDIA । 
ପୁରୀ ରୁ ଜୟନ୍ତ କୁମାର ସେଠୀ,୧୪/୨/୨୦୨୧_--_--୭,୧୦

Blog Archive

Popular Posts