Breaking News

ତିନିଜଣ ମୋବାଇଲ୍ ଲୁଟେରା ଗିରଫ


ପୁରୀ- ପୁରୀ ଜିଲ୍ଲା ପିପିଲି ପୋଲିସ ଗୋଟିଏ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ତିନି ଜଣ ଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୬ଟିମୋବାଇଲ , ଗୋଟିଏ ବାଇକ , କଟର ମେସିନ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପିପିଲି ଅଞ୍ଚଳ ର ଗଣେଶ ମଲ୍ଲିକ , ବିକାଶ ଖଟେଇଓ ବାବୁଲା ବେହେରା।
ସେପଟେ

Blog Archive

Popular Posts