Breaking News

ସାତ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ


ପୁରୀ----- ପୁରୀ ବଳିଆ ପଣ୍ଡା ପୋଲିସ ମଧ୍ୟ ଏକ ସାତ ଜଣିଆ ଡକାୟତ ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି। ତାଙ୍କ ନିକଟ ରୁ ଖଣ୍ଡା, ଲୁହା ରଡ଼ ,  ଛୁରୀ ଓ ବମ ଜବତ କରିଛି ପୋଲିସ । ପୋଲିସ ର ସୂଚନା ଅନୁଯାୟୀ ଚନ୍ଦନପୁର ର ଦୁର୍ଦାନ୍ତ ଅପରାଧୀ ରବି ମଲ୍ଲିକ ଓ ତାର ୬ ଜଣ ସାଥୀ ନୂଆ ଷ୍ଟାର୍ଲିଙ୍ଗ ରୋଡ଼ ବାଇପାସ ନିକଟରେ ଏକଠି ହୋଇ ଟୁରିଷ୍ଟ ବସ କୁ ଅଟକେଇ ଡକାୟତି ଯୋଜନା  କରୁଥିବା ପୋଲିସ ପାଖରେ ଖବର ଆସିଥିଲା । ଏ ନେଇ ସ୍ୱତନ୍ତ୍ର ପୋଲିସ ଟିମ ଚଢଉକରି  ସମସ୍ତ ଅପରାଧି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 
ପୁରୀ ରୁ ଜୟନ୍ତ କୁମାର ସେଠୀ ,୧୪/୨/୨୦୨୧-----୭,୧୫

Blog Archive

Popular Posts