Breaking News

ଜଟଣୀବ୍ଲକ ଓ ପୈାରପରିଷଦ ପାଇଁ ନୂତନ କଂଗ୍ରେସ ସଭାପତି ନିଯୁକ୍ତ

 


ଜଟଣୀ---- ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ ଓ ଜିଲାକଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନିର୍ଦ୍ଧେଶକ୍ରମେ ଜଟଣୀ ବ୍ଲକ ପାଇଁ ପୁର୍ବତନ ସରପଞ୍ଚ ଧନେଶ୍ୱର ରାଉତ ଏବଂ ଜଟଣୀ ପୈାରାଞ୍ଚଳ ପାଇଁ ଅଶୋକ କୁମାର ମଙ୍ଗରାଜ( ଚାଲୁ)ଙ୍କୁ  ସଭାପତି ଭାବେ ନିଯୁକ୍ତ କରାଯାଇଛି । ଜିଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକଙ୍କ ଏକାନ୍ତ ଅନୁଗତ ଏବଂ ନଗର କଂଗ୍ରେସର ଦାୟିତ୍ୱ ବହନକରି ଅଭିଜ୍ଞତାକୁ ଶ୍ରେୟଦେଇଥିଲେ ।  ଅଶୋକଙ୍କୁ ନଗରସଭାପତିଭାବେ ଚୟନ କରାଯାଇଥିବା ଜିଲାସଭାପତିଙ୍କଠାରୁ ସୁଚନା ମିଳିଛି । ଏହି ଦାୟିତ୍ୱ ଗ୍ରହଣ କରିବାପରେ ଜଟଣୀ କଗ୍ରେଂସର କର୍ମକର୍ତା ଓ ଅନ୍ୟାନ୍ୟମାନେ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।

 ଜଟଣୀରୁ ରଙ୍ଗନାଥ ବେହେରା, ୧୦/୨/୨୦୨୧---୧୦,୪୦


Blog Archive

Popular Posts