Breaking News

ପୋଖରୀ ରେ ବୁଡି ଯୁବକ ନିଖୋଜ


କୋରେଇ-କୋରେଇ ସାଦକପୁର ବାଇପାସ୍ ଛକ ନିକଟରେ ରେ ଜଣେ ଆଦିବାସୀ ଯୁବକ ଚଢ଼େଇ ଧରିବାକୁ ଯାଇ ପୋଖରୀ ରେ ବୁଡିଯାଇଛନ୍ତି। କିନ୍ତୁ ତାଙ୍କ ଶରୀର ସନ୍ଧ୍ୟା ପର୍ଯ୍ୟନ୍ତ ମିଳି ନଥିଲା। ଘଟଣା ସ୍ଥଳରେ କୋରେଇ ପୋଲିସ ପହଞ୍ଚି ଓ ଓଡ୍ରାଫ ଦଳ ପୋଖରୀରେ  ଯୁବକ ର ଶରୀର ଖୋଜା ଚାଲିଛି ।ପୋଲିସ ର ସୁଚନା ମୁତାବକ ଯୁବକ ଜଣକ ପାଣିକୋଇଲି ଥାନା ଅନ୍ତର୍ଗତ ବେଙ୍ଗା ସାହିର ମହାନ୍ତି ମୁଣ୍ଡାଙ୍କ ପୁଅ ମଙ୍ଗୁଲୁ ମୁଣ୍ଡା।ଏହି ଘଟଣା ଘଟିବା ସମୟରେ ତାଙ୍କ ସ୍ତ୍ରୀ ସାଙ୍ଗରେ ଥିବାରୁ ଥାନାରେ ଅଟକ ରଖାଯାଇ ପଚରା ଉଚରା ଜାରି ରହିଛି । 
ଯାଜପୁର ରୁ ପ୍ରକାଶ ବେହେରା

Blog Archive

Popular Posts