Breaking News

ସାକ୍ଷୀଗୋପାଳ ନିଉଜକୁ ପୁଣି ମିଳିଲା ଏକ ସଫଳତା


  ଡେଲାଙ୍ଗ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଧାନକେରା ଗ୍ରାମର ଶିଶିର ପ୍ରଧାନ(୧୯) ଘରୁ କେଉଁଆଡେ ପଳାଇଛନ୍ତି ବୋଲି ଆସନ୍ତା କାଲି ଏକ ଖବର ପ୍ରକାଶିତ ହୋଇଥିଲା । ଏହି ଖବର ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ଆଜି  ସକାଳେ ଭୁବନେଶ୍ୱର ବମିଖାଲ ଏକ୍ରାମ ହଲ ପାଖରେ ଶୋଇଥିବା ଦେଖି ଖବରରେ ଦିଆ ଯାଇଥିବା ଯୁବକଙ୍କ ଭାଇର ପୋନ ନମ୍ବରକୁ ଜଣେ ବ୍ୟକ୍ତି ଫୋନ କରି ଜଣାଇଥିଲେ । ତାଙ୍କ ଭାଇ ସଙ୍ଗେ ସଙ୍ଗେ ବମିଖାଲରେ ତାଙ୍କର ଜଣେ ସମ୍ପକୀୟଙ୍କ ମାଧ୍ୟମରେ ତାଙ୍କୁ ଉଦ୍ଦାର କରିଥିବ।।  ତାଙ୍କ ବଡଭାଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଜଣାଇଛନ୍ତି । 

Blog Archive

Popular Posts