Breaking News

କେନ୍ଦ୍ର ସରକାରଙ୍କ କୃଷି ବିଲ କୁ ବିରୋଧ


  ଯାଜପୁର-_-କେନ୍ଦ୍ର ସରକାରଙ୍କ ସଦ୍ୟ ପାରିତ କୃଷି ବିଲ କୁ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟ ତଥା ଦେଶର କୋଟି କୋଟି ଚାଷୀମାନେ କ୍ଷତିରେ ପଡିବେ । ଏହି ବିଲ କାର୍ଯ୍ୟ କାରୀ ହେଲେ ଜମି ମାଲିକ ମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ସର୍ବ ଭାରତୀୟ କୃଷକ ନେତା ଅକ୍ଷୟ କୁମାର ଦୃଢ ବିରୋଧ କରିଥିଲେ । ତତ୍ସହିତ ଚଳିତ ଲଘୁଚାପଜନିତ ବନ୍ୟାରେ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ,ବାଲେଶ୍ଵର ଜିଲ୍ଲା  ର  ଶହଶହ ଚାଷୀ ମାନେ ଚଣ୍ଡିଖୋଲ ଠାରେ ୧୬ ନମ୍ବର ଜାତୀୟ ରଜ ପଥରେ ବିକ୍ଷୋଭ କରିବା ସହିତ  ଅନସନରେ ବସିଥିଲେ। ଏଥି ସହିତ ବନ୍ୟାରେ କ୍ଷତି ଗ୍ରସ୍ତ ଆକଳନ ସଠିକ ହେଇ ନ ଥିବା ଓ ରିଲିଫ ବଣ୍ଟନରେ ବ୍ୟାପକ ଅନିୟମିତତା ,ତଥା ଚାଷୀ ମୃତ୍ୟୁ କୁ  ସଂଗଠନ ପକ୍ଷରୁ ଦୃଢ ନିନ୍ଦା କରାଯିବ ସହିତ ଉମାକାନ୍ତ ଭାରତୀ ତୀବ୍ର ସମାଲୋଚନା କରିଛନ୍ତି ।
  ଯାଜପୁର  ରୁ  ଶିବ କେତନ  ମହାନ୍ତି  ଙ୍କ  ରିପୋର୍ଟ  

Blog Archive

Popular Posts