ପୋଷଣ ଖାଦ୍ୟ ନିରାପତ୍ତା ସମ୍ପର୍କିତ କର୍ମଶାଳା
କନ୍ଧମାଳ---- କନ୍ଧମାଳ ଜିଲ୍ଲା ରାଇକିଆ ଓ ଜି.ଉଦୟଗିରି ବ୍ଲକ ରେ ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ 'ପୋଷଣ ଖାଦ୍ୟ ନିରାପତ୍ତା ସମ୍ପର୍କିତ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
'ବ୍ଲକ ସ୍ତରୀୟ ସହସ୍ର 'ମହିଳା ଜୀବିକା ସୁରକ୍ଷା ମଞ୍ଚ... ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।- ସଭାନେତ୍ରୀ ସୁନାଦେଇ ପ୍ରଧାନ ଏବଂ ରାଇକିଆ ସଭାନେତ୍ରୀ ଚଞ୍ଚଳା ପ୍ରଧାନ ବ୍ଲକ ସଂଯୋଜିକା ସସ୍ମିତା ମଲ୍ଲିକ ଏବଂ ଜନସାଥି ପ୍ରମଦା ନାୟକ, ମମତା ମଲିକ , ଶାନ୍ତିଲ ନାୟକ ,ନିଳିମା ପ୍ରଧାନ, ଗୌରୀ ପ୍ରଧାନ, ସାରଳା ପ୍ରଧାନ, ମାମୁନି ପ୍ରଧାନ, କୃତାଞ୍ଜଳୀ ନାୟକ, ରିତାରାଣୀ ପ୍ରଧାନ, ଏବଂ ମଣ୍ଡାକିଆ ପଞ୍ଚାୟତ ର ନାଇବ ସରପଞ୍ଚ -ଯମରାଜ ପ୍ରଧାନ ଯୋଗଦାନ କରିବା ସହ ମହିଳା ଜୀବିକା ସୁରକ୍ଷା ମଞ୍ଚ ର ସମସ୍ତ ମା ମାନେ ଯୋଗଦାନ କରି ପୋଷଣ ଖାଦ୍ୟ ନିରାପତ୍ତା ସମ୍ପର୍କିରେ ମତ ରଖିଥିଲେ ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା