Breaking News

ଆଦର୍ଶ ୟୁଥ କ୍ଳବ୍ ତରଫରୁ ଗାଁ ସଫେଇ କାର୍ଯ୍ୟକ୍ରମ


କଳାହାଣ୍ଡି-----    କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମ ରେ ଆଦର୍ଶ ୟୁଥ୍ କ୍ଲବ୍ ତରଫରୁ ଗାଁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା  । ଗ୍ରାମକୁ କିପରି ସ୍ବଚ୍ଛ କରାଯାଇ ପାରିବ  ସେଥି ପ୍ରତି ଧ୍ୟାନ ଦେଇ ଆଦର୍ଶ ୟୁଥ୍ କ୍ଲବ୍ ର ଯୁବକ ମାନେ. ଗ୍ରାମ ର ନଳକୂପ ଚାରିପାର୍ଶ୍ୱ ଆଉ ରାସ୍ତା ଉପରେ ପଡି ରହିଥିବା ଅଳିଆ ଆବର୍ଜନା କୁ ସଫା କରିବା ସହ ବ୍ଲିଚିଂ ପାଉଡର ପକାଇଥିଲେ ।
ଏହି କାର୍ଯ୍ୟକ୍ରମରେ  ଆଦର୍ଶ ୟୁଥ୍ କ୍ଲବ୍ ର ସଭାପତି   ଜୟନ୍ତ ମାଝୀ , ସମ୍ପାଦକ  ଧୀରେନ୍ଦ୍ର ସୁନାନୀ ,କୋଷାଧ୍ୟକ୍ଷ - ମୋନୋଜ ନା ଏକ ଏବଂ କ୍ଲବ୍ ର ଉପଦେଷ୍ଟା  ସିବରତୁ କୁମାର ଉପସ୍ଥିତ ରହି ଗାଁ ସଫେଇ କାର୍ଯ୍ୟକ୍ରମ କୁ ପରିଚାଳନା  କରିଥିଲେ ।
ଏହି ସଫେଇ କାଯ୍ୟ କୁ ଗ୍ରାମର ଲୋକମାନେ ବହୁ ପ୍ରଶଂସା କରିଛନ୍ତି ।

କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

Blog Archive

Popular Posts