Breaking News

ଯୁବକ ନିରୁଦ୍ଧିଷ୍ଟ


  ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଧାନକେରା ଗ୍ରାମର ଶିଶିର ପ୍ରଧାନ(୧୯) ଘରୁ କେଉଁଆଡେ ପଳାଇଛନ୍ତି । ଘରୁ ସେ ଗଲା ବେଳକୁ ହାପପ୍ୟାଣ୍ଟ , ନାଲ କଲରର ଗଞ୍ଜି ଓ ନାଲ ରଙ୍ଗର ଚେକ ଗାମୁଛା ନେଇଛନ୍ତି । ସେ ଘରୁ ୯.୩୦ରେ ଆସି ଡେଲାଙ୍ଗ ଷ୍ଟେସନ ନିକଟରେ କିଛି ସମୟ ବସିଥିବାର ଲୋକମାନେ ଦେଖିଛନ୍ତି । ପଟ୍ଟନାୟକିଆ ଛକ ଆଡକୁ ଲିଫ୍ଟ ମାଗି ଯାଇଥିବା ଜଣାପଡିଛି । ସେ ଭୁବନେଶ୍ୱର, କିମ୍ବା ପୁରୀ ଏହାରି ମଧ୍ୟରେ ଥିବା ଅନୁମାନ କରାଯାଉଛି ।  କୌଣସି ବ୍ୟକ୍ତି ଯୁବକର ସନ୍ଦାନ ପାଇଲେ ପାଖ ଥାନା ବା ୯୯୩୭୦୯୫୧୫୬/୭୩୮୧୩୪୩୭୩୯ରେ ଯୋଗାଯୋଗ କରିବା ପାଇଁ ତାଙ୍କ ବଡଭାଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ନିବଦେନ କରିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts