Breaking News

ପୂର୍ବତନ ମନ୍ଦିର ପରିଚାଳନା କମିଟିର ସଭାପତିଙ୍କର ଦେହାନ୍ତ

 ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଗୋପାଳପୁର ପାଟଣା ଗ୍ରାମର ରମେଶ ଚନ୍ଦ୍ର ହୋତାଙ୍କର ବୁଧବାର ପରଲୋକ ହୋଇଯାଇଛି । ସେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ପରିଚାଳନା କମିଟିର ସଭାପତି ଭାବେ କିଛି ଦିନ ରହିଥିଲେ । ସତ୍ୟବାଦୀରେ ସେ ବେଶ ଜଣାଶୁଣା ଥିଲେ ।  ଏହି ଖବର ପ୍ରସାରିତ ହେବା ପରେ ସତ୍ୟବାଦୀରେ ଶୋକର ଛାୟା ଖେଳିଯ।।ଇଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 


Blog Archive

Popular Posts