Breaking News

କଂଗ୍ରେସର ଦଳ ଛାଡି ବିଜେଡି ରେ ଯେ।ଗଦାନ


ଜଗତସିଂହପୁର---ନାଉଗାଁ ବ୍ଲକ ରେ।ହିଆ ପଞ୍ଚାୟତ ର କଂଗ୍ରେସ ଦଳର  କିଛି କମୀ ବିଜେଡି ରେ ଯେ।ଗଦାନ କରିଛନ୍ତି । ଆଜି ସ୍ବାଧୁ ଗେ।ସାମୀ ମନ୍ଦିର ପ୍ର।ଣଙ୍ଗରେ ବିଜେଡି ସଭାପତି ବିଷ୍ନୁ ଚରଣ ସାହୁ ଓ ଅମୀୟ ମହାନ୍ତି  ଙ୍କ ତତ୍ବାବଧାନରେ କଂଗ୍ରେସର  କମୀମାନେ ବିଧିବଦ୍ଧ ଭାବେ ବିଜେଡି ରେ ଯୋଗଦାନ କରିଛନ୍ତି । ସେମାନେ ହେଲେ ବନମାଳୀ ପରିଡା,ବାଣୀପ୍ରସାଦ ପରିଡା ଓରଫ ପପୁ , ସନାତନ ପରିଡା,ଜଗମେ।ହନ ପରିଡା, ଚଗଲି ପରିଡା, ରମାକାନ୍ତ ରାଉତ ଓରଫ ରୁଲା ,ହିମେସ୍ କୁମାର ମହାନ୍ତି ଓରଫ ବାପି , ଶତାଧିକ କମୀମାନଙ୍କୁ କୃଷକ ମଂଞ୍ଚର ସଭାପତି ପ୍ରକାଶ କୁମାର ବସ୍ତିଆ, ପୁଷ୍ପମାଳ ଦେବାସହିତ ବିଜେଡି ଦଳପାଇଁ ଆଗାମୀ ଦିନରେ କାମ କରିବା ଆହ୍ହାନ ଦେଇଥିଲେ।ଏଥି ସହିତ ବିଜେଡି ଦଳର ବ୍ଲକ ସଭାପତି ସୁଜିତ୍ କୁମାର ମଲ୍ଲିକ୍ , ନଗେଦ୍ର କୁମାର ମହାନ୍ତି , ଶମ୍ବୁନାଥ ସ୍ବାଇଁ, ଦିଲ୍ପୀପ୍ ମହାନ୍ତି , ଅଜିତ୍ ମହାନ୍ତି , ପ୍ରଦୀପ୍ତ  କୁମାର  ମହାନ୍ତି ,ଜିତେଦ୍ର ମହାନ୍ତି  ପ୍ରମୁଖ ଉପସ୍ଥିତ ରହିଥିଲେ । ମିଶ୍ରଣ ପର୍ବକୁ  ପରିଚାଳନା କରିଥିଲେ ନଗେଦ୍ର ମହାନ୍ତି । ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts