Breaking News

ଦୋକାନ ଭାଙ୍ଗିବା ଅଭିଯୋଗରେ ଯୁବକ ଗିରଫ

 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ନିକଟ ଜୟପୁର ଗ୍ରାମରେ ସୁନିଲ ମହାପାତ୍ର ନାମକ ଜଣେ ଯୁବକ ପଡିଶା ବାବୁନି ପଣ୍ଡାଙ୍କ ଦେକାନ ଭଙ୍ଗା ରୁଜା କରିବା ସହ ମାଡ ମାରିଥିଲେ ବୋଲି ବାବୁନି ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା ଆଇଆଇସି ୩୨୭/୨୦୨୦ରେ ଏକ କେସରୁଜ କରି ସୁନିଲଙ୍କୁ ଶନିବାର କୋର୍ଣ ଚାଲାଣ କରିଥିବା ଜଣାପଡିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts