Breaking News

କେନ୍ଦ୍ରୀୟ ଟ୍ରେଡ଼ ୟୁଉନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଭୁବନେଶ୍ୱର ର ମାଷ୍ଟରକ୍ଯାଣ୍ଟିନି ଠାରେ ବିକ୍ଷୋଭ

 
ଭୁବନେଶ୍ୱର---- କେନ୍ଦ୍ରୀୟ ଟ୍ରେଡ଼ ୟୁଉନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଭୁବନେଶ୍ୱର ର ମାଷ୍ଟରକ୍ଯାଣ୍ଟିନି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୋଦି ସରକାରଙ୍କ ଶ୍ରମିକ ବିରୋଧୀ ,କୃଷକ ବିରୋଧୀ ,ଜନ ବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ଓଡ଼ିଶାର ୬ ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଯଥା ଆଇ ଏନ ଟି ୟୁ ସି, ଏଚ ଏମ ଏସ, ଏ ଆଇ ଟି ୟୁ ସି, ସି ଆଇ ଟି ୟୁ, ଏ ଆଇ ୟୁ ଟି ୟୁ ସି ଓ ଏ ଆଇ ସି ସି ଟି ୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟତଃ ୮ ରୁ ୧୨ ଘଣ୍ଟା କାର୍ଯ୍ୟ ଦିବସକୁ ବାତିଲ କରିବା, କର୍ପୋରେଟ ସପକ୍ଷବାଦୀ ଶ୍ରମ କୋଡ଼ କୁ ବାତିଲ କରିବା, ଶ୍ରମିକ ଚଟେଇ, କୁ ବିରୋଧ କରାଯାଇଥିଲା। ଏ ପ୍ରକାର ଦେଶ ବିରୋଧୀ କାର୍ଯ୍ୟକ୍ରମ କୁ ଆଗାମୀ ଦିନରେ ପ୍ରବଳ ବିରୋଧ କରାଯିବ ବୋଲି ଶ୍ରମିକ ନେତାମାନେ ଚେତାଇ ଦେଇଛନ୍ତି। 
ଭୁବନେଶ୍ୱର ରୁ ଅଭିଜିତ ସେନାପତି

Blog Archive

Popular Posts