Breaking News

ପୋଲିସ ଗାଡି ଧକ୍କାରେ ବୃଦ୍ଧ ଗୁରୁତର


ପିପିଲି----ପୁଲିସ ଗାଡି ଧକ୍କାରେ ବୃଦ୍ଧ ଗୁରୁତର ।
ବୃଦ୍ଧଙ୍କ ଠିକଣା ଓ ପରିଚୟ ଏ ପର୍ଯ୍ଯନ୍ତ ମିଳିନାହିଁ । ଯଦି କିଏ ଜାଣନ୍ତି ତୁରନ୍ତ ପିପିଲି ପୁଲିସ ସହିତ ଯୋଗାଯୋଗ କରନ୍ତୁ । ବୃଦ୍ଧ ଜଣକ ଏକ ଛୋଟ ସାଇକେଲରେ ଆସୁଥିଲେ । ଅନୁମାନ କରାଯାଉଛି ବୃଦ୍ଧ ଜଣକ ସଟସ ଗ୍ରାମର ବା ଆଖି ପାଖ ଗ୍ରାମବାସୀ ବୋଲି ଅନୁମାନ କରାଯାଉଛି ।
ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts