Breaking News

ବୁଧବାର ଓ ଗୁରୁବାର ଦୁଇଦିନ ସାକ୍ଷୀଗୋପାଳ ପୋଷ୍ଟ ଅଫିସ ବନ୍ଦ ରହିବ


ସାକ୍ଷୀଗେ।।ପଳ ---- ସାକ୍ଷୀଗୋପାଳ ପୋଷ୍ଟ ଅଫିସ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କର କରୋନା ପଜିଟିଭ ବାହାରିଛି । ସେଥିଯୋଗୁ ବୁଧବାର ଓ ଗୁରୁବାର ଦୁଇ ଦିନ ବନ୍ଦ ରହିବ ବୋଲି ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଏହି ଦୁଇଦିନ ମଧ୍ୟରେ ସାକ୍ଷୀଗେ।।ପଳ ପୋଷ୍ଟଅଫିସ ସାନିଟାଇଜର କରାଯିବ ବୋଲି ଜଣାପଡିଛି ।

ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts