Breaking News

ସତ୍ୟବାଦୀରେ ତିନିଜଣ କରୋନା ପଜେଟିଭ ଚିହ୍ନଟ

 ସାକ୍ଷୀଗୋପାଳ----- ସତ୍ୟବାଦୀରେ ଆଜି ତିନିଜଣ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଶ୍ରୀରାମଚନ୍ଦ୍ରପୁର ଭୁତୁପଡା ଗ୍ରାମର ୩ ବର୍ଷର ବାଳକ, ନୂଆସମେଶ୍ୱରପୁର ଗ୍ରାମ ପଞ୍ଚାୟତର ବନପୁର ଗ୍ରାମର ଜଣେ  ଓ ମୂଳଅଳସା ଗ୍ରାମର ଜଣେ ପଜେଟିଭି ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କୁ ହୋମ କରେଣ୍ଟାଇନରେ ରଖାଯାଇଛି ବୋଲି ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts