Breaking News

ସତ୍ୟବାଦୀରେ ୫ଜଣ କରୋନା ପଜିଟିଭ ଚିହ୍ନଟ

 

ସାକ୍ଷୀଗୋପାଳ----- ପୁରୀ ଜିଲ୍ଲାରେ ଆଜି ୧୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ସତ୍ୟବାଦୀରେ ୫ଜଣ ଅଛନ୍ତି । ସାଣ୍ଢରା ଗ୍ରାମ ପଞ୍ଚାୟତରୁ ୨ ଜଣ ରହିଥିବା ବେଳେ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ୨ ଜଣ ଓ କାଦୁଆ ଗ୍ରାମ ପଞ୍ଚାୟତର ଜଣେ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts