Breaking News

ଖଡିକେରା ଗ୍ରାମରେ ଭାଗବତ ଗୃହ ଉଦଘାଟନ

 ଡେଲାଙ୍ଗ-----  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥ।।, ପୁରୀଙ୍କ ଦ୍ୱାରା ଆମ ଗାଁ ଆମ ବିକାଶ ଯୋଜନାରେ ବୀରପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଖଡିକେରା ଗ୍ରାମରେ ଦୁଇ ଲକ୍ଷ ଟଙ୍କା ବ୍ୟାୟରେ ଭଗବତ ବାସୁଦେବ ଗୃହକୁ ବିଧାୟକ ପ୍ରଦୀପ ମହାରଥୀ ଉଦ୍‌ଘାଟନ କରିଛନ୍ତି । ସ୍ଥାନୀ ୟ ସରପଞ୍ଚ ରଞ୍ଜୁ ବେହେରା, ସମିତିସଭ୍ୟା ମଧୁସ୍ମିତା ମଲିକ, ପିପିଲି ଆତ୍ମ ଅଧ୍ୟକ୍ଷ ଧରଣୀଧର ସାହୁ, ପୂର୍ବତନ ସମିତିସଭ୍ୟ ଧୃବଚରଣ ପ୍ରଧାନ, ସାମାଜିକ କର୍ମୀ  ଜଗନ୍ନାଥ ତ୍ରିପାଠୀ, ବାମଦେବ ଦାଶ ଓ ପୁର୍ବତନ ସରପଞ୍ଚ ଦିଲ୍ଲୀପ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts