Breaking News

ଚଉଷଠି ବର୍ଷୀୟ ବୃଦ୍ଧାଙ୍କ ଆତ୍ମହତ୍ୟା


ଜଟଣୀ -ଜଟଣୀ ବ୍ଲକ ଅନ୍ତର୍ଗତ ୱାର୍ଡ ନମ୍ବର ବାର ଗୋଡ଼ା ଧର୍ମଶାଳା ବାସିନ୍ଦା ଜଣେ ବରିଷ୍ଠ ନାଗରିକ ଆଜି ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଗୋବିନ୍ଦ ନାମ ଚରଣ ସିଂ (୬୪) ଆଜି ନିଜ ବାସ ଗୃହରେ ବେକରେ ରସି ଲଗାଇ ଆତ୍ମ ହତ୍ୟା କରିଛନ୍ତି ।  ଶାରୀରିକ ଯନ୍ତ୍ରଣା ସହ୍ୟ କରି ନପାରି ଏପରି କରିଥିବା ଗୋବିନ୍ଦଙ୍କ ସ୍ତ୍ରୀ କହିଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତ ଏବଂ ମେଳାପୀ ବ୍ୟକ୍ତି ଥିଲେ। ଖବର ପାଇ ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । 
ଜଟଣୀରୁ -ରଙ୍ଗନାଥ ବେହେରା

Blog Archive

Popular Posts