ଫନି ସହାୟତାରୁ ବଞ୍ଚିତ ପରିବାରଙ୍କୁ ଭେଟିଲେ ନିଶିକାନ୍ତ
ଡେଲାଙ୍ଗ -----ପୁରୀ ଜିଲ୍ଲାରେ ଫନି ବାତ୍ୟାରେ ବ୍ୟପାକ କ୍ଷତି ହୋଇଥିଲା । ବିଶେଷର କରି ଚାଳ ଘର ପବନରେ ଉଡାଇ ନେଇଥିଲା । ରାଜ୍ୟ ସରକାର ଫନିରେ କ୍ଷତିଗସ୍ତ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେଇଥିଲେ ମଧ୍ୟ କେତେକ ଯାଗାରେ ଚଞ୍ଚକତା କରି ପକୃତ ହିତାଧିକାରୀ ଙ୍କୁ ବାଦ ଦିଆଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକକୁ ରାଜ୍ୟ କଂଗ୍ରେସ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଫନି କ୍ଷତିଗସ୍ତ ପରିବାରଙ୍କୁ ଭେଟିଛନ୍ତି ଏହି ଗସ୍ତ ସମୟରେ ସମାଜିକ କର୍ମୀ ନିର୍ମଳ ପରିଡାଙ୍କ ସହିତ ହରେକୃଷ୍ଣ ପାଇକରାୟ ଓ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି