Breaking News

ମା ଦକ୍ଷୀଣକାଳୀ ପ୍ରୋଟୋଲ ପମ୍ପରେ ଅଗ୍ନିକାଣ୍ଡ



 ସାକ୍ଷୀଗୋପାଳ---- ଭୁବନେଶ୍ୱର -ପୁରୀ୩୧୬ନଂ ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଛକ ନିକଟରେ ଥିବା ମା ଦକ୍ଷୀଣକାଳୀ ପ୍ରୋଟୋଲ ପମ୍ପରେ ଅଗ୍ନିକାଣ୍ଡ ଘଟି ଯାଇଛି । ସୁଚନାଯୋଗ୍ୟ ଯେ ପୁରୀକୁ ଯାଉଥିବା ଏକ କାର ପ୍ରେଟୋଲ ପମ୍ପରେ ଧକ୍କା ଦେବାରୁ ମେସିନ ଜଳି ଉଠିଥିଲା । ଏହି ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି ମଟର ଅଟକି ରହିଥିଲା ।  ଖବର ପାଇ ସତ୍ୟବାଦୀ ଅଗ୍ନିଶମ ଅଧିକାରୀ ମନୋଜ ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତହସିଲଦାର ମନୋଜ କୁମାର ନାୟକ ଓ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସେଠାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts