Breaking News

ମାଡ଼ି ଆସୁଅଛି ବନ୍ୟା ଜଳ : ଭାର୍ଗବୀ ଫୁଲୁଛି


 ସାକ୍ଷୀଗୋପାଳ ---- ସତ୍ୟବାଦୀ ରେ ପ୍ରବାହିତ ଭାର୍ଗବୀ ଫୁଲୁଛି । ପରିସ୍ଥିତି ଦେଖି ନଦୀ ପାଖ ଗ୍ରାମବାସୀ ଏବେ ଆତଙ୍କିତ । ୩୬ ଘଣ୍ଟା ମଧ୍ୟରେ  ମୁଣ୍ଡୁଳିରେ ପହଞ୍ଚିବ ବନ୍ୟାଜଳ । ମୁଣ୍ଡୁଳିରେ ସାଢେ ୧୦ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ । ୫ଜିଲ୍ଲା ଅଧିକ ପ୍ରଭାବିତ ହେବା ଆଶଙ୍କା । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ ନୟାଗଡ । ହୀରାକୁଦର ୩୬ଟି ଗେଟ ଖୋଲାଯିବ । ମୁଣ୍ଡୁଳିରେ ପାଣି ପହଞ୍ଚିଲେ ବନ୍ୟା ସ୍ଥିତି ସୃଷ୍ଟି ସମ୍ଭାବନା ରହିଛି ବୋଲି ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts