ଅଙ୍ଗନୱାଡି କେନ୍ଦ୍ର ପରିସରରେ ବୃକ୍ଷ ରୋପଣ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମରେ ଗଡି ଉଠିଥିବା ଶେଭ ଦି ଆର୍ଥ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ପରିବେଶରେ ଅଙ୍ଗନୱାଡି କେନ୍ଦ୍ରରେ ବୃକ୍ଷ ରୋପଣ କରାଯାଇଛି । ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି ରହିଥିବାରୁ ଅନୁଷ୍ଠାନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରି ଅନୁଷ୍ଠାନର କର୍ମକର୍ତ୍ତା ମାନେ ବୃକ୍ଷ ରୋପଣ କରିଥିଲେ । ଗଛ ଲଗାଇ ଯତ୍ନ ନେବାକୁ ହେବ ସେ ସର୍ମ୍ପକରେ ଅନୁଷ୍ଠାନର ସମ୍ପାଦକ ବିଶ୍ୱଜିତି ପରିଡା ମତ ପ୍ରକାଶ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି