Breaking News

ବାଲ୍ୟବିବାହ ରୋକିଲା ଧରାକୋଟ ସିଡିପିଓ ଓ ଚାଇଲଡ଼ ହେଲ୍ପଲାଇନ



 ଧରାକୋଟ---  ଗଞ୍ଜାମ ଜିଲ୍ଲା ଧରାକୋଟ ଠାରେ ଏକ ବାଲ୍ୟ ବିବାହ ହେଉଥିବାର ଖବର ପାଇ ଚାଇଲଡ଼ ଲାଇନ  କେନ୍ଦ୍ର ସଂଯୋଜକ୍ , ଧରାକୋଟ ସିଡିପିଓ ଓ ଧରାକୋଟ ପୋଲିସି ମିଳିତ ଭାବରେ ଧରାକୋଟ ର ସ୍ଵାଇଁ ସାହିରେ ପହଞ୍ଚି ଏକ ବାଲ୍ୟବିବାହ ରୋକିବାରେ ସକ୍ଷମ ବୋଲି ଜଣାପଡିଛି । 
ଧରାକୋଟ ରୁ କାଳୁ ଚରଣ ମହାପାତ୍ର

Blog Archive

Popular Posts