Breaking News

ପୁରୀ ରେ ଗଡିବ ରଥ ; ସୁପ୍ରିମକୋର୍ଟ ଦେଲେ ଅନୁମତି

ପୁରୀ---- ପୁରୀ ରେ ଗଡିବ ରଥ । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଦାୟିତ୍ଵ ନେଲେ। ବିଭିନ୍ନ କଟକଣା ମଧ୍ୟରେ ହେବ ରଥଯାତ୍ରା ହେବ ।  
ଧୀରେନ୍ଦ୍ର ସେନାପତି 

Blog Archive

Popular Posts