>>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି ପୁନର୍ବାର ସତ୍ୟବାଦୀ ତହସିଲ ଆଗରେ ଦେଲେ ଧାରଣା

    ସାକ୍ଷୀଗୋପାଳ ------- ବାରମ୍ଭାର ଧାରଣା, ପ୍ରତିବାଦ ସଭା , ଅନଶନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ  ସତ୍ୟବାଦୀ ବ୍ଳକରେ । ଫନି ବାତ୍ୟା ଯିବାର ଏକ ବର୍ଷ ପରେ ବି ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲ ଅନ୍ତର୍ଗତ  ବିଭିନ୍ନ ଗ୍ରାମ ପଞ୍ଚାୟତରେ ଫନିରେ କ୍ଷତିଗସ୍ତ ଅସହାୟ ପରିବାର ଚିହ୍ନଟ ତାଲିକା  ସଠିକ ପ୍ରସ୍ତୁତି ହୋଇ ପାରିଲା ନାହିଁ । ସେମାନେ ରାଜ୍ୟ ସରକାର ଦେଇଥିବା ଆର୍ଥିକ ସାହାର୍ଯ୍ୟରୁ ବଞ୍ଚିତ ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନ ସହିତ ବିଭିନ୍ନ ସଂଗଠନ ମିଳିତ ହୋଇ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ଆଗରେ ସୋମବାର ଧାରଣା ଦେଇଥିଲେ । ଏପରିକି କର୍ମଚାରୀ ମାନେ ବାହାରକୁ ବାହାରି ପାରିନଥିଲେ ।  ସୁଚନା ଯୋଗ୍ୟ ଯେ  ୨୫ ତାରିଖରୁ  ସାକ୍ଷୀଗୋପାଳ ଓଭର ବ୍ରିଜ ତଳେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା, ବିକ୍ଷୋଭ ଦେଇଥିଲେ  ।  ଧାରଣା ସ୍ଥଳରେ ତହସିଲଦାର ପହଞ୍ଜି ଏକ ଆଲେଚନା ହୋଇଥିଲା । ମାତ୍ର ସେଥିରେ ରାଜି ନ ହୋଇ ଆନ୍ଦୋଳନ ଜାରି ରହିଥିଲା । ଆଦି ୬ ଦଫା ଦାବି ନେଇ ତହସିଲ ଘେରାଉ କରିଥିଲେ । ଶେଷରେ ତହସିଲଦାରଙ୍କ  ସହିତ ଏକ ଆଲେଚନା କରାଯାଇଥିଲା । ଏକ କମିଟି ଗଠନ କରଗଲା । ୧୮ ତାରିଖ ଠାରୁ ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲି ‘ନି ଘର ଭଙ୍ଗା ତାଲିକା ପ୍ରସ୍ତୁତ କରାଯିବ ବୋଲି ନିସ୍ପତି କରାଯାଇଥିଲା । ଶେଷରେ ଧାରଣା ଉଠିଥିଲା । ୧୮ ତାରିଖ ଯାଇ ୨୨ ତାରିଖ ହୋଇଗଲା ମାତ୍ର କମିଟି ବା ତହସିଲଦାର କମିଟିରେ ଥିବା ସଦସ୍ୟ ମାନଙ୍କୁ ପଚାରିନଥିଲେ  ବା ତଦନ୍ତ କରାଯାଇନଥିଲା । ପାଞ୍ଚ ଦିନ ଅପେକ୍ଷା କରିବା ପରେ  ‘ଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନର ଆବାହକ ଗୋବିନ୍ଦ୍ର ମହାପାତ୍ର,  ‘ଣିକ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳ, ଉପସଭାପତି ଶରତ ଚନ୍ଦ୍ର ପ୍ରଧାନ ଙ୍କ ସହିତ ମଙ୍ଗୁଳି ବିଶ୍ୱାଳ,ବିଷ୍ଣୁ କୁମାର ନାୟକ, ଲକ୍ଷ୍ମୀପିୟା ପ୍ରଧାନ, କନକ ଲତା ପ୍ରଧାନ, ବିଷ୍ଣପିୟା ରଥ, ବାମଦେବ ପ୍ରଧାନ,  ଚୈତନ୍ୟ ପ୍ରଧାନ ପ୍ରମୁଖ ତହସିଲ କାର୍ଯ୍ୟାଳୟ ଆଗରେ ବସି ରହିଥିଲେ । ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ମାନଙ୍କ ସହ ଆଲେଚନା କରି ବୁଧବାର ଠାରୁ ତଦନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ କାରୀ ମାନେ ଉଠିଥିଲେ  ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

    Blog Archive

    Popular Posts