Breaking News

ସତ୍ୟବାଦୀରେ ସଟଡାଉନ ସମୟ୍ରରେ ଛତୁ କିଲୋ ଦୁଇଶହ


ସାକ୍ଷୀଗୋପାଳ-- ରାଜ୍ୟରେ କରୋନା ଯୋଗୁ ଶନିବାର ଓ ରବିବାର ସଟ ଡାଉନ ଜାରି ରହିଛି । ସମସ୍ତ ଦେକାନ ବଜାର ବନ୍ଦ ରହିଥିବା ବେଳେ କେତେକ ଅସାଧୁ ଯୁବକ ମାନେ ବିଭିନ୍ନ ସ୍ଥାନରୁ ଛତୁ ସଂଗ୍ରହ କରି ବଜାର ଉପରେ ଥୋଇ ଦୁଇଶହ ଟଙ୍କାରେ ଛତୁ ବିକ୍ରୟ କରୁଥିବା ଜଣାପଡିଛି । ଯାହା ଫଳରେକି ଏମାନଙ୍କ ପାଇଁ ସଟ ଡାଉନ ନିୟମ ଲାଗୁ ନାହିଁ । ଏ ସମ୍ପର୍କରେ ପଚାରିଲେ ସେମାନେ କହନ୍ତି ବାବୁ ଛତୁ ନେଇଛନ୍ତି କହିଛନ୍ତି ଛତୁ ବିକ୍ରୟ କରିବା ପାଇଁ । ଏଣୁ ଆମେ ଛତୁ ବଜାର ଉପରେ ବିକ୍ରୟ କରୁଛୁ ବୋଲି କହନ୍ତି । ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି 

Blog Archive

Popular Posts