Breaking News

ଯୁବକଙ୍କର ଆତ୍ମହତ୍ୟା:କାରଣ ଅସ୍ପଷ୍ଟ



ଓଡ଼ଗାଁ/କୁରାଳ-  ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ଗ୍ରାମ ନିବାସୀ ବସନ୍ତ କୁମାର ପାଣିଗ୍ରାହୀଙ୍କର ଜ୍ୟେଷ୍ଠ ପୁତ୍ର ବୈଦ୍ୟନାଥ ପାଣିଗ୍ରାହୀ(ଲିପୁ) ବୟସ (୩୦) ।କୌଣସି କାରଣରୁ ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।ଆତ୍ମହତ୍ୟାର କାରଣ ଅସ୍ପଷ୍ଟ  ରହିଛି । ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ଏସ.ଆଇ ରମେଶ ଚନ୍ଦ୍ର ବେହେରା ,ଏବଂ ମହିଳା ଏବଂ ଶିଶୁ ଡେସ୍କ ଅଧିକାରିଣୀ ସ୍ନେହଲତା ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି  ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।
ରିପୋର୍ଟ -ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Popular Posts