>>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • >>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • ଡାକ୍ତର ଓ ସ୍ୱେଛାସେବୀ ଅନୁଷ୍ଠାନକୁ କରୋନା ଯୋଦ୍ଧାରେ ସମ୍ମାନିତ

    ଡେଲାଙ୍ଗ------- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମେକଇନ ଇଣ୍ଡିଆ ଓ  ମିଡିଆ ପରିବାର ପକ୍ଷରୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଓ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଭାତ କ୍ଲବ କୁ ସମ୍ମାନୀତ କରାଯାଇଛି । ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ସଭାପତିତ୍ୱ କରଥିଲେ । ମହାମାରୀ କରୋନା ଲଢେଇରେ ସରକାରଙ୍କ ନିୟମ ମାନି ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ନିଜର ବହୁ ମୁଲ୍ୟବାନ ଜୀବନକୁ ବାଜି ଲଗାଇଥିଲେ ।  ଜନସାଧାରଣ ମାନଙ୍କ ସେବା କରି ଜୀବନ ବଞ୍ଚାଇବାର ପ୍ରୟାସକୁ ଖୁବ ପ୍ରଂଶସା କରାଯାଇଥିଲା । ସେହିପରି ଡେଲାଙ୍ଗ ବ୍ଳକର ସର୍ବପୁରାତନ  ସ୍ୱେଛାସେବୀ ଅନୁଷ୍ଠାନ ପ୍ରଭାତ କ୍ଲବକୁ କରୋନା ଲଢେଇରେ ସାମିଲ ହୋଇ ଅଞ୍ଚଳରେ ବେଶ  ସୁନାମ ଅର୍ଜନ କରିଛନ୍ତି । ଏହି ଆନୁକୁଲ୍ୟରେ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ମେଡିକାଲ ଅଫିସର ସନ୍ତୋଷ କୁମାର ତ୍ରିପାଠି ଓ ପ୍ରଭାତ କ୍ଲବର ସଭାପତି ପ୍ରକାଶ ଚନ୍ଦ୍ର ନାୟକ , ସମ୍ପାଦକ ପଦ୍ମନାଭ ବରାଳଙ୍କୁ ମେକ୍ ଇନ ଇଣ୍ଡିଆ ଓ ମିଡିଆ ପରିବାର ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଦିପକ କୁମାର ମିଶ୍ର,ବିଜୟ କୁମାର ମହାପାତ୍ର,ଅରୁଣ କୁମାର ରାଉତ,ରଶ୍ମି ରଞ୍ଜନ ପଟ୍ଟନାୟକ,ଚିତରଞ୍ଜନ ଜେନାଙ୍କ ସହିତ ମେକ୍ ଇନ ଇଣ୍ଡିଆ ଓ ପରିବାର ସମ୍ପାଦକ ସାମ୍ବାଦିକ ଦିଲ୍ଲିପ କୁମାର ଧାଉଡିଆ ପ୍ରମୂଖ ଉପସ୍ଥିତ ରହିଥିଲେ ।
     ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

    Blog Archive

    Popular Posts