Breaking News

ଶରଣକୁଳ ରେ ଶହୀଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ମହମବତୀ ଧରି ଶୋଭାଯାତ୍ରା



ଶରଣକୁଳ- ନୟାଗଡ ଜିଲ୍ଲା ଶରଣକୁଳ ଅନ୍ତର୍ଗତ ନରେନ୍ଦ୍ରପୁରର ଗ୍ରାମବାସୀ ମାନେ ଶହୀଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟ ରେ ହାତରେ ମହମବତୀ ଧରି ଶୋଭାଯାତ୍ରାରେ ବାହାରିଥିଲେ। ଶରଣକୁଳ ବଜାର ପରିକ୍ରମା କରିଥିଲେ।ଏହା ସହିତ ହରିହରପୁର ଗ୍ରାମପଞ୍ଚାୟତ ର ଗ୍ରୀନକ୍ଲବ ଦ୍ୱାରା ମହମବତୀ ଧରି ଶୋଭାଯାତ୍ରା ବାହାରିଥିଲା ।  ଲଡୁବାବା ମନ୍ଦିରର ଉତ୍ତର ଦ୍ଵାର ତଥା ହସ୍ତୀଦ୍ୱାର ଠାରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ।  
ଶରଣକୁଳ ରୁ ମାନସ କୁମାର ସାହୁ।

Blog Archive

Popular Posts