Breaking News

କଲମ ବଦଳ ରେ କୋଦାଳ ଧରାଇଲେ ଶିକ୍ଷକ


ଭୁବନେଶ୍ୱର------ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମୁଲି ପଞ୍ଚାୟତ ର ତୁରୁପେନା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ  କୁନି କୁନି ପିଲାମାନଙ୍କୁ କୋଦାଳ ଧରାଇ କାମ କରାଉଥିବା କିଛି ଦୃଶ୍ୟ  ଲୋକ ଙ୍କ ନଜର ରେ ପଡିଥିଲା। ଖବର ରୁ ପ୍ରକାଶ ଯେ ତୁରୂପେନା ପ୍ରାଥମିକ ବଦ୍ୟାଳୟ ର ପ୍ରଧାନ ଶିକ୍ଷକ  କୁନି କୁନି ପିଲା ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ପ୍ରାୟ ୨ ଘଣ୍ଟିକା ସମୟ ରେ କୁନି କୁନି ପିଲା କୋଦାଳ ଧରି କାମ କରିଥିଲେ। ବିଦ୍ୟାଳୟ ସାମ୍ନା ରେ ଥିବା କଂକ୍ରିଟ ରାସ୍ତା କଡ଼ରେ ଥିବା ଛୋଟ ଛୋଟ ଗଛ, ଘାସ କୋଦାଳ ସାହାଯ୍ୟ ରେ କାଟୁ ଥିଲେ ‌ ଦୃଶ୍ୟ କିଛି ଲୋକ ସୋସିୟାଲ ମିଡିଆ ରେ ଭାଇରାଲ କରିଥିଲେ ଧ ଥିଲା । ଏହି ଫୋଟୋ ଦେଖି ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ସଫା ସଫା ମନା ,କରିଦେଇଥିଲେ। 

ଧୀରେନ୍ଦ୍ର ସେନାପତି

Blog Archive

Popular Posts