ଗୁରୁ ଶିଷ୍ୟର ଉପନିଶେଦ ହେଉଛି ଗୀତା : ବାବା ବଳିଆ
ବରୀ ---- ବରୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ନୂଆ ଗାଁ ସ୍ଥିତ ଶ୍ରୀ ବଳଦେବ ଜୀଉଙ୍କର ପ୍ରାଙ୍ଗଣରେ ପଞ୍ଚଦଶ ତମ ବାର୍ଷିକୀ ଉତ୍ସବରେ ବିଶ୍ୱ ପ୍ରେମୀ ବାବା ବଳିଆଙ୍କ ଦ୍ୱାରା ଗୀତା କଥା ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀମଦ୍ ଭଗବତ ଗୀତା ଧର୍ମ ଶାସ୍ତ୍ର ନୁହଁ । ଏହା ମାନବୀୟ ସମ୍ବିଧାନ, ବିଶ୍ୱର ପ୍ରତିଟି ମଣଷ ପାଇଁ ଏହା ଉଦ୍ଦିଷ୍ଟ ବୋଲି ଶ୍ରୀମଦ ବାବା ପ୍ରକାଶ କରିଥିଲେ । ଆଜିର ସାମାଜିକ ବ୍ୟବସ୍ଥାରେ ପ୍ରତ୍ୟେକ ଯୁବକ ମାଦକତା ଠାରୁ ଦୁରରେ ରହି ଲକ୍ଷ୍ମଣଙ୍କ ପରି ଶୃଙ୍ଖଳିତ ଓ ଚରିତ୍ରବାନ ହେବାକୁ ଉପେଦଶ ଦେଇଥିଲେ । ପ୍ରତ୍ୟେକ ମଣିଷ ଗୀତାକୁ ପଢିଲେ ବା ଶୁଣିଲେ ମୁକ୍ତି ପାଇବ ବୋଲି କହିଥିଲେ । ଶ୍ରୀ ବଳେଦବ ଜୀଉ ଯୁବକ ସେବା ସଂଘ ଆନୁ କୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ , ବାବାଜୀ ସୁନ୍ଦର ଦାସ, ଗୋପାଳ ଦାସ ଆଦି ବୈଷ୍ଣବ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଅନୁଷ୍ଟାନକୁ ଋଦ୍ଧିମନ୍ତ କରିଥିଲେ । ନୂଆ ଗାଁ ଗାନ୍ଧୀଛକ ଠାରୁ ବାବାଙ୍କୁ ସଂକୀର୍ତ୍ତନର ତାଳେ ତାଳେ ପାଛୋଟି ଆଣଯାଇଥିଲା । ଅବସରରେ ଗ୍ରାମ ମୁଣ୍ଡ ଗାନ୍ଧୀଙ୍କ ପ୍ରତିମୂର୍ତୀରେ ବାବା ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ବିଭିନ୍ନ ଅ
ୁି ରୁ ଶ୍ରଦ୍ଧାଳୁ ମାନେ ଯୋଗଦାନ କରିଥିଲେ ।
ୁି ରୁ ଶ୍ରଦ୍ଧାଳୁ ମାନେ ଯୋଗଦାନ କରିଥିଲେ ।