ବିଚିତ୍ର ଫାଉଣ୍ଡେସନ ପକ୍ଷରୁ ବେଳାଭୂମୀ ସଫେଇ
କୋଣାର୍କ----ପବିତ୍ର ମାଘ ମେଳା ପରେ ଚନ୍ଦ୍ରଭାଗାର ମେଳାପଡିଆ, ବେଳାଭୂମି ଅଞ୍ଚଳରେ କୁଡ କୁଙ ଅଳିଆ ଆବର୍ଜନ ପଡିରହିଥିବା ଦେଖି ଭୁବନେଶ୍ୱରର ବିଚିତ୍ର ଫାଉଣ୍ଡେସନ ପକ୍ଷରୁ ରବିବାର ପୂର୍ବାହ୍ନ ୯ଟାରେ ସଫେଇ କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ କୋଣାର୍କ ସାହିତ୍ୟ ସଂସଦସର ସମ୍ପାଦକ ରବିନ୍ଦ୍ରନାଥ ବାହୀନିପତି ଯୋଗ ଦେଇ ସ୍ୱେଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ବିଚିତ୍ର ଫାଉଣ୍ଡେସନ ପକ୍ଷରୁ ପକ୍ଷରୁ ଆୟୋଜିତ ଏହି ସଫେଇ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସମ୍ପାଦକ ବିଚିତ୍ର ମହାପାତ୍ରଙ୍କ ସମେତ ୨୦ଜଣ ସଦସ୍ୟ ଯୋଗ ଦେଇ ଚନ୍ଦ୍ରଭାଗା ମେଳା ପଡିଆ, ବେଳାଭୂମୀ ଓ ବଜାର ଅଞ୍ଚଳରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫେଇ କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ