Breaking News

ମୁକ୍ତାକାଶ ରଙ୍ଗମଞ୍ଚ ଅପେକ୍ଷାରେ


 D Senapati
Sakhigopal 
ସାକ୍ଷୀଗୋପାଳ----- ପବିତ୍ର ଅଁଳାନବମୀ ଉପଲକ୍ଷେ ବକୁଳବନ ପଡିଆରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବଷେଣ କରାଯିବ । ସେଥିପାଇଁ ସେ ମଧ୍ୟ ପ୍ରସ୍ତୁତି ହୋଇ ରହିଛି ।  ବକୁଳବନ ପଡିଆରେ ଜିଲ୍ଲା  ଶିଳ୍ପକେନ୍ଦ୍ର ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲିବ  । ଏଠାରେ ଏକ ଅସ୍ଥାୟୀ ମିନା ବଜାର  ଖୋଲିବା ପାଇଁ ବ୍ୟବସାୟୀ ମାନେ ଜମା ହୋଇଗଲେଣି । କେତେକ ଦେକାନୀ ସେମାନଙ୍କର ବ୍ୟବସାୟ ପସରା ଖୋଲିବା ଆରମ୍ଭ କରିଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts