Breaking News

ପୁଣି ହବିଷ୍ୟାଆଳି ବାଇକ ଧକାରେ ଆହତ


ପୁରୀ ----- ଜଣେ ହବିଷ୍ୟାଆଳି ବାଇକ ଧକାରେ ଆହତ ହୋଇଛନ୍ତି।  ମିଳିଥିବା ଖବର ଅନୁଯାଇ ଆଜି ମନ୍ଦିର ରୁ ଦର୍ଶନ ସାରି ଆସୁଥିବା ବେଳେ ଉତ୍ତମ ବେୱା ନାମକ ହବିଷ୍ୟାଆଳି ଙ୍କୁ ଟାଉନ ଥାନା ନିକଟରେ  ପଛପଟୁ ଏକ ବାଇକ ଧକାଦେଇ ଥିଲା ।  ଆହତ ହବିଷ୍ୟା ଳିଙ୍କୁ  ପୁରୀ ବଡ଼ ଡାକ୍ତର ଖାନା କୁ ଚିକିତ୍ସା ନିମନ୍ତେ ନିଆଯାଥିଲା ତାଙ୍କ ର ମୁଣ୍ଡରେ  ଆଘାତ ଲାଗିଛି । ଏହି ହବିଷ୍ୟାଆଳି ଜଣ ଙ୍କ ନରେନ୍ଦ୍ର କୋଣ ହବିଷ୍ୟାଆଳି ଶିବିର ରେ ରହୁଛନ୍ତି । ତାଙ୍କ ଘର ନୟାଗଡ ଜିଲ୍ଲାର ଗୋବିନ୍ଦ ପୁର ଗ୍ରାମ ରେ ବୋଲି ଜଣା ପଡିଛି ।

 J Sheti
puri
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts