Breaking News

ଅସ୍ଥାୟୀ ବିଶ୍ରାମ ଘର

ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଅଁଳା ନବମୀ ଉପଲକ୍ଷେ ମନ୍ଦିର ରାସ୍ତାରେ ଅସ୍ଥାୟୀ ବିଶ୍ରାମ ଘର ତିଆରି ହୋଇଛି । ମାତ୍ର ଯୁବକ ମାନେ ସେଠାରେ ବସି ମୋବାଇଲିରେ ମଜା ଉଠାଉଛନ୍ତି । ଅନ୍ୟ ଜଣେ ଯୁବକ ସୋଇପଡିଛନ୍ତି ।
ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ ଧୀରେନ୍ଦ୍ର ସେନାପତି
D senapati
Sakhigopal 

Blog Archive

Popular Posts