Breaking News

ଦୁବୁର୍ତ୍ତମାନେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସିଗାରେଟ


D Senapati
Tangi
ଖୋର୍ଦ୍ଧା ------ ଟାଙ୍ଗୀ ଥାନା ଅଞ୍ଚଳର ଜାତୀୟ-୧୬ରୁ କିଛି ଦୁବୃର୍ତ୍ତ ମାନେ ସିଗାରେଟ୍‌ ଭର୍ତ୍ତି କଣ୍ଟେନର ଲୁଟ୍‌ କରିବାରେ ସଫଳ ହୋଇଛନ୍ତି ।  କଣ୍ଟେନର ଚାଳକଙ୍କୁ  ଉଗ୍ରତାରା ଜଙ୍ଗଲରେ ବାନ୍ଧି ପକାଇ ଦୁର୍ବୃତ୍ତ ମାନେ ଲୁଟ୍‌ କରିଥିଲେ । ସିଗାରେଟ୍‌ ଭର୍ତ୍ତି କଣ୍ଟେନରଟି ହାଇଦ୍ରାବାଦରୁ କୋଲ୍‌କାତା ଯାଉଥିଲା ବୋଲି ଜଣାପଡିଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଧୀରେନ୍ଦ୍ର ସେନାପତି

Blog Archive

Popular Posts