Breaking News

ଦିଲ୍ଲୀରେ ଗତ ୪ ଦିନ ଧରି ଡେରା ପକାଇଛନ୍ତି ଓଡ଼ିଶାର କିଛି କଂଗ୍ରେସ କର୍ମୀ

   ଭୁବନେଶ୍ୱର----ଦିଲ୍ଲୀରେ ଗତ ୪ ଦିନ ଧରି ଡେରା ପକାଇଛନ୍ତି ଓଡ଼ିଶାର କିଛି କଂଗ୍ରେସ କର୍ମୀ । ସେମାନେ ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାରେ ବିଫଳ ହୋଇଛନ୍ତି। ଓଡ଼ିଶାରେ କଂଗ୍ରେସକୁ ସଜାଡ଼ିବା ଓ ନେତୃତ୍ବ ପରିବର୍ତ୍ତନ ଦାବି  ଜଣାଇବେ । ସୋନିଆଙ୍କୁ ଅବଗତ କରାଇବା ପାଇଁ ଆଜି ସଂସଦ ଭବନରେ ପହଞ୍ଚିଥିବା କଂଗ୍ରେସ କର୍ମୀମାନେ ସୋନିଆଙ୍କୁ ଭେଟି ନପାରି ନିରାଶ ସୋଇଥିବା ଜଣାପଡିଛି । 
ଧୀରେନ୍ଦ୍ର ସେନାପତି

Blog Archive

Popular Posts