Breaking News

ଦଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

 କଣାସ-----  ପୁରୀ ଜିଲ୍ଲା କଣାସ ଇଲେକ୍ଟ୍ରି ଅଫିସ ରେ କାର୍ଯ୍ୟରତ କିରାଣୀ  ସୁରେନ୍ଦ୍ର ନାୟକ ଦଶ ହଜାର ଲାଞ୍ଚ ନେଲାବେଳେ  ପୁରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି ।  

ଧୀରେନ୍ଦ୍ର ସେନାପତି

Blog Archive

Popular Posts