Breaking News

ସାକ୍ଷୀଗୋପିନାଥଙ୍କ ଛତୁ ଓ ଡାଲିମ୍ବ ଭୋଗ ବୋହିନେଲେ


D Senapati
Sakhigopal 
ସାକ୍ଷୀଗୋପାଳ-- ସାକ୍ଷୀଗୋପିନାଥଙ୍କ ଛତୁ, ସରପୁଳି ଓ ଡାଲିମ୍ବ ଭୋଗର ବେଶ ଚାହିଦା ରହିଛି । ମନ୍ଦିର ଓ ମନ୍ଦିର ବାହାରେ ସେବାୟତ ମାନଙ୍କ ଦ୍ୱାରା ଭୋଗ ଦେକାନ ଖୋଲିଥିଲା  । ଭକ୍ତ ମାନେ ଠାକୁରଙ୍କୁ ଦର୍ଶନ କରିବା ସହ ସରପୁଳି ,ଛତୁ ଓ ଡାଲିମ୍ବ ଭୋଗ ନେଉଥିବାର ଦେଖାଯାଇଥିଲା  । ବିଶେଷ କରି ଛତୁ ଏହି କାର୍ତ୍ତିକ ମାସରେ ଚାହିଦା ବେଶି ଥାଏ  । ଏହା ଅଳ୍ପ ପଇସା ହୋଇଥିବାରୁ ବେଶି ବିକ୍ରୟ ହୋଇଥାଏ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts