Breaking News

ବଳାତ୍କାର ଘଟଣାରେ ଜଣେ ଅଟକ , ବ୍ୟବହାର କାର ଜବତ

  ଭୁବନେଶ୍ୱର-----  କାର୍‌ ଭିତରେ ଜଣେ ଯୁବତୀଙ୍କୁ ବଳାତ୍କାର ପରେ ୧୬ନଂ ଜାତୀୟ ରାଜପଥର ଖୋର୍ଦ୍ଧା ପ୍ରାଣନାଥ (ପିଏନ୍) କଲେଜ ସମ୍ମୁଖରେ ଫିଙ୍ଗିଦେବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି ।ଏନେଇ ଭୁବନେଶ୍ୱର ଡିସିପି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଅଟକ ରଖାଯିବା ସହ କାର୍‌ ଜବତ କରାଯାଇଛି । ମାମଲାକୁ ଖୋର୍ଦ୍ଧାରୁ ଖଣ୍ଡଗିରି ଥାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

 ଧୀରେନ୍ଦ୍ର ସେନାପତି

Blog Archive

Popular Posts