କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ ସମୟ ବଦଳିଲା ।
କୋଣାର୍କ------ ଆଜି ଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପାଇଁ ପରିଦର୍ଶନ ର ସମୟ ବଦଳିଲା । ସକାଳ ଛଅ ଠାରୁ ସନ୍ଧ୍ୟା ଛଅ ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ମାନେ ମନ୍ଦିର ପରି ଦର୍ଶନ କରି ପାରିବେ । ଲାଇଟ ସାଉଣ୍ଡ କାର୍ଯ୍ୟକ୍ରମ ୭ଟା ପରି ବର୍ତ୍ତେ ସାଢେ ଛଅ ଟା ଯାଏ ଚଲିବ । ଆଜି ଠାରୁ ଆସନ୍ତା ଫେବୁଆରି ୨୮ତାରିଖ ପର୍ଯ୍ୟନ୍ତ ଏହି ସମୟ ରେ ପର୍ଯ୍ୟଟକ ମାନେ ସୂର୍ଯ୍ୟ ମନ୍ଦିର ପରି ଦର୍ଶନ କରି ପାରିବେ । ଆବଶ୍ୟକ ହେଲେ ଏହି ସମୟ ମଧ୍ୟ ପରି ବର୍ତ୍ତ ନ କରାଯାଇ ପାରେ ବୋଲି ମନ୍ଦିର ଦାୟିତ୍ୱ ରେ ଥିବା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।
ପୁରୀ ରୁ ଜୟନ୍ତ କୁମାର ସେଠୀ